ଇ-ବିପାସ୍‌ ପ୍ରହସନ : ନାଁକୁ ଅନଲାଇନ୍, ସବୁ ଅଫଲାଇନ୍

ତିନି ଦିନ କହୁଥିଲେ, ତିନି ମାସରେ ମିଳୁନି, ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ସଂସ୍ଥା ଫେଲ୍‌ ମାରିଥିଲା, ହନିୱେଲ୍‌ ବି ଫେଲ୍‌ ଭୁବନେଶ୍ୱର : ବିଏମ୍‌ସି କି ବିଡିଏ ଅଧୀନରେ ଯେଉଁମାନେ ଘର ନିର୍ମାଣ କରିବାକୁ ଚାହିଁବେ ସେମାନଙ୍କୁ ଆଉ ପ୍ଲାନ୍ ଅନୁମୋଦନ କରିବାକୁ ମାସ ମାସ ଅପେକ୍ଷା କରିବାକୁ ପଡ଼ିବନି। ଅନଲାଇନ୍‌ରେ ପ୍ଲାନ୍ ଆବେଦନ କଲେ, ସବୁ ଡକୁମେଣ୍ଟ ଠିକ୍‌ ଥିଲେ ତିନି ଦିନରେ ପ୍ଲାନ୍‌ ଅନୁମୋଦନ ହୋଇଯିବ। ଏହିଭଳି ବ୍ୟବସ୍ଥା ଡିସେମ୍ବର … Continue reading ଇ-ବିପାସ୍‌ ପ୍ରହସନ : ନାଁକୁ ଅନଲାଇନ୍, ସବୁ ଅଫଲାଇନ୍